Rosei Master Sasu Bohu

Rosei Master Sasu Bohu Contact information, map and directions, contact form, opening hours, services, ratings, photos, videos and announcements from Rosei Master Sasu Bohu, Kitchen/Cooking, Cuttack.

ଆଜ୍ଞା ନମସ୍କାର 🙏 ଏହି pageଟି ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଖାଦ୍ୟ ଆଉ ଭାରତୀୟ ଖାଦ୍ୟର ତିଆରି କେମିତି କରିବେ ତାହା ଆପଣଙ୍କ ପାଇଁ video ମାଧ୍ୟମରେ ଦେଖାଇବା ପାଇଁ ଖୋଲାଯାଇଛି। ଦୟାକରି page କୁ follow ଆଉ like କରନ୍ତୁ ଆଉ ଆମ video ଭଲ ଲାଗିଲେ share କରନ୍ତୁ। ଜୟ ଜଗନ୍ନାଥ 🙏🦚 ରାଧେ ରାଧେ

07/05/2026

06/05/2026

ଏହି ମିଠା ଆମ୍ବ ଆଚାର 1 ବର୍ଷ ପର୍ଯ୍ୟନ୍ତ ଖରାପ ହେବ ନାହିଁ 😍

ଆପଣମାନେ ଘରେ try କରିଛନ୍ତି କି? 🤔

👉 Full recipe YouTube ରେ ଅଛି
👉 Link comment ରେ ଦେଇଛି 👇

❤️ Follow କରନ୍ତୁ ଆଉ ନୂଆ recipe ପାଇଁ

29/04/2026

କଞ୍ଚା କଦଳୀରେ ବନାନ୍ତୁ ମଟନ ଝୋଳ ଭଳି ତରକାରି 😋

15/11/2025
15/11/2025

Manja Rai odia recipe ! ମଞ୍ଜା ରାଇ କେମିତି ବନେଇବା #ରୋଷେଇ

25/10/2025

ଆଳୁ ମଇଦାରେ ବନାନ୍ତୁ ଗେଡୁ ସିଙ୍ଗଡ଼ା!! ଓଡ଼ିଆ ସିଙ୍ଗଡ଼ା !! Odia Singada !! Samosa Recipe #ରୋଷେଇ

24/10/2025

କଖାରୁ ରେ ତିଆରି Cake 🎂🍰 ଥରେ ଖାଇଲେ ସବୁବେଳେ ଖୋଜିବେ #ରୋଷେଇ

19/08/2025

ନଡ଼ିଆ ପିଠାରେ ତିଆରି ଜହ୍ନି ତରକାରି 🤤 ଆଗରୁ କେବେ ଖାଇନଥିବେ 😉

27/06/2025

ଘରେ ତିଆରି କରନ୍ତୁ ନରମ ଆଉ ସୁଆଦିଆ Cake 🍰 ବିନା ଅଣ୍ଡା ଆଉ ତେଲରେ

Address

Cuttack

Website

Alerts

Be the first to know and let us send you an email when Rosei Master Sasu Bohu posts news and promotions. Your email address will not be used for any other purpose, and you can unsubscribe at any time.

Share