Maa Mangala Hardware

Maa Mangala Hardware Complete Solution for your Home Making Products.

01/04/2026
ମାଉସୀ ଜଣଙ୍କ ହେଲେ ଆମ  #ଢେଙ୍କିକୋଟ ପାଖ ପିପିଳିଆ ଗ୍ରାମର, ଜଣେ ସ୍ଵାଭିମାନୀ ଚାଷୀ, ସେ ବରିଂ ଖୋଳିଲା ପରେ ଆଖ ପାଖରେ ଥିବା ବହୁତ୍ ଦୋକାନ ବୁ...
27/04/2025

ମାଉସୀ ଜଣଙ୍କ ହେଲେ ଆମ #ଢେଙ୍କିକୋଟ ପାଖ ପିପିଳିଆ ଗ୍ରାମର, ଜଣେ ସ୍ଵାଭିମାନୀ ଚାଷୀ, ସେ ବରିଂ ଖୋଳିଲା ପରେ ଆଖ ପାଖରେ ଥିବା ବହୁତ୍ ଦୋକାନ ବୁଲି ଲା ପରେ ଆମ ପାଖକୁ ଆସିଥିଲେ ଓ ସେ ଆମ ପାଣି ପମ୍ପ ର #କ୍ୱାଲିଟୀ ଓ ଜାଣିଲା ପରେ ସେ ଆମଠୁ କମ୍ପାନୀ ର ପାଣି ପମ୍ପ ନେଇଛନ୍ତି ଓ ବହୁତ୍ ଖୁସି ଅଛନ୍ତି ପାଣି ପମ୍ପ ର ଗୁଣବତ୍ତା ଦେଖିବା ପରେ ଓ ଆଗାମୀ ଦିନରେ କେହିବି ପାଣି ପମ୍ପ କିଣି ଵାକୁ ଚାହିଁ ଲେ ସେ ତାଙ୍କୁ ାଖକୁ_ପଠେଇ ବେ ବୋଲି କହିଛନ୍ତି।

ଆପଣ ଭି #ଆସନ୍ତୁ ଓ ନେଇ ଯାଆନ୍ତୁ ନିଜ ପାଇଁ ଭଲ ର ପାଣି ପମ୍ପ।

MAA MANGLA HARDWARE, DHENKIKOTE
Ph-7008256991

22/04/2025

ଆଜି ହିଁ ଯୋଗା ଯୋଗ କରନ୍ତୁ ନିଜ ଘର ପାଇଁ କବାଟ,ଝରକା,ରଙ୍ଗ ଓ ସମସ୍ତ ପ୍ରକର ର ପାଣି ପମ୍ପ ପାଇଁ।
7008256991

27/03/2025

ଆପଣ ଙ୍କ ଚାଷ କାମ ପାଇଁ ନେଇ ଯାଆନ୍ତୁ ସମସ୍ତ ପ୍ରକାର ର ପାଣି ମେସିନ ସୁଲଭ ମୂଲ୍ୟରେ ଓ ଵୋରିଂ ମେସିନ୍ ଉପରେ ପାଆନ୍ତୁ ସବସିଡି । କେବଳ ମା ମଙ୍ଗଳା ହାର୍ଡୱେର ରେ ଆଜି ହିଁ ଆସନ୍ତୁ ।
ଲ୍ୟାମ୍ପ ସାମ୍ନା, ପାଟଣା ରୋଡ, ଢେଙ୍କିକୋଟ - 7008256991

24/03/2025

ଆଜି ହିଁ ଯୋଗା ଯୋଗ କରନ୍ତୁ ସମସ୍ତ ପ୍ରକାର ର କବାଟ, ଝରକା, ରଙ୍ଗ, ପାଣି ମେସିନ,ଓ ସରକାରୀ କାମ ପାଇଁ ସମସ୍ତ ରଙ୍ଗ ପାଇଁ ।
MAA MANGLA HARDWARE , DHENKIKOTE
7008256991

19/03/2025

ନମସ୍କାର ଆପଣ ଙ୍କୁ ମା ମଙ୍ଗଳା ହାର୍ଡୱୟାର କୁ ସ୍ୱାଗତ ଆପଣ ଭି ନିଜ ବୋରିଂ ପାଣି ମୋଟର କିଣିବାକୁ ଚାହୁଁ ଛନ୍ତି ଓ ଜାଣି ପାରୁ ନାହାନ୍ତି କୋଉଠୁ କିଣିବେ , ଆଜି ହିଁ ଆସନ୍ତୁ ଆମ ପାଖକୁ ଓ ନେଇ ଯାଆନ୍ତୁ ନିଜ ବୋରିଂ ପାଇଁ ଭଲ କ୍ୱାଲିଟି ର ପାଣି ମୋଟର ଓ ପାଆନ୍ତୁ ସବ୍ସିଡି ମାଧ୍ୟମରେ କିଛି ପଇସା ଫେରସ୍ତ , ଆଜି ହିଁ ଆସନ୍ତୁ ମା ମଙ୍ଗଳା ହାର୍ଡୱୟାର , ଲ୍ୟାମ୍ପ ସାମ୍ନା ,ଢେଂକିକୋଟ MOB-7008256991

23/10/2024

ଆଜି ହିଁ ଯୋଗ ଯୋଗ କରନ୍ତୁ
ବହୁତ୍ ବଢିଆ ରେଟ ରେ ଉପଲବ୍ଧ ଅଛି।
MAA Mangla Hardware DHENKIKOTE
070082 56991

ସମସ୍ତ ପ୍ରକାର ର ପାଣି ପମ୍ପ କିଣିବା ପାଇଁ ଯୋଗା ଯୋଗ କରନ୍ତୁ MAA MANGLA HARDWARE, PATNA ROAD , DHENKIKOTE070082 56991
07/10/2024

ସମସ୍ତ ପ୍ରକାର ର ପାଣି ପମ୍ପ କିଣିବା ପାଇଁ ଯୋଗା ଯୋଗ କରନ୍ତୁ
MAA MANGLA HARDWARE, PATNA ROAD , DHENKIKOTE
070082 56991

Address

Patna Road, Dhenkikote, Keonjhar , Odisha, Pin758029
Dhenkikot
758029

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 7am - 7pm

Telephone

7377725335

Website

Alerts

Be the first to know and let us send you an email when Maa Mangala Hardware posts news and promotions. Your email address will not be used for any other purpose, and you can unsubscribe at any time.

Share