Urmila home solutions

Urmila home solutions Contact information, map and directions, contact form, opening hours, services, ratings, photos, videos and announcements from Urmila home solutions, Home improvement, Sukiabauti temple rasol, Rasol.

24/07/2025
Beautify your wall
06/12/2022

Beautify your wall

19/06/2022

କପିଳାସ ପ୍ରାଣୀ ଉଦ୍ୟାନର ରେସକ୍ୟୁ କେନ୍ଦ୍ରରେ ହାତୀଛୁଆର ମୃତ୍ୟୁ.......

ଢେଙ୍କାନାଳ ଜିଲ୍ଳା ବ୍ଲକ ଅନ୍ତର୍ଗତ କପିଳାସ ପ୍ରାଣୀ ଉଦ୍ୟାନ ହାତୀ ରେସକ୍ୟୁ କେନ୍ଦ୍ରରେ ଆଜି ସକାଳ ସମୟରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିବାର ଜଣାଯାଇଛି। ଘଟଣାରୁ ଜଣାଯାଇଛି ଉକ୍ତ ହାତୀଛୁଆଟିକୁ ହିନ୍ଦୋଳ ବନଖଣ୍ଡ ଅଂଚଳରୁ ଅଣାଯାଇଥିଲା ଉକ୍ତ ବନଖଣ୍ଡ ଅଧିନ କୁନୂଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୋଟିଏ ହାତୀ ଦୁଇ ଦିନ ତଳେ ଏକ ଛୁଆ ଜନ୍ମ ଦେଇ ତାକୁଛାଡି ପଳାଇଥିଲା ଖାବର ପଇ ସେଠାକାର କର୍ମଚାରୀ ତୁରଣ କପିଳାସ ହାତୀ ରେସକ୍ୟୁ କେନ୍ଦ୍ରକୁ ଖବର ଦେଇଥିଲେ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ସେଠାରୁ ଉଦ୍ଧାର କରି ଏଠାକୁ ଆଣି ତାର ସେବାଓ ଚିକିସ୍ଥା ଆରମ୍ଭ କରିଥିଲେ କିନ୍ତୁ ଆଜି ସକାଳୁ ଉକ୍ତ ହାତୀଛୁଆର ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ମୃତ ହାତୀଛୁଆକୁ ପୋଷ୍ଟମର୍ଟମ କରି ତାର ମୃତଦେହକୁ ପୋତି ଦିଆଯାଇଛି।

19/06/2022

ରୋଷେଇ କଲା ବେଳେ ନିଆଁରେ ପୋଡିହୋଇ ଯୁବତୀ ମୃତ

କାମାକ୍ଷାନଗର: ରୋଷେଇ କଲା ବେଳେ ନିଆଁ ଲାଗିଯିବାରୁ ଜଣେ ଯୁବତୀ ଜୀବନ୍ତ ଜଳି ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ଗ୍ରାମରେ ନିଆଁରେ ପୋଡି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଯୁବତୀ ହେଲେ ଲିପ୍ତିରେଖା ମହନ୍ତ (୧୯)।
ସୂଚନା ଅନୁସାରେ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ପରଜଙ୍ଗ ଥାନା ବାମ ଗ୍ରାମର ଲିପ୍ତିରେଖା ମହନ୍ତ ଆଜି ସକାଳୁ ରୋଷେଇ କରୁଥିଲେ। ଏହି ସମୟରେ କୌଣସି କାରଣବଶତଃ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କ ଶରୀରରେ ନିଆଁ ଲାଗିଥିବା ଯୋଗୁଁ ସେ, ଚିତ୍କାର କରୁଥିବା ସମୟରେ ପଡ଼ିଶା ଘର ଲୋକେ ଘଟଣାସ୍ଥଳକୁ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ସମୟରେ ପରିବାର ଲୋକେ ଘରେ ନଥିଲେ। ପରେ ତାଙ୍କୁ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।
ଯୁବତୀଙ୍କର ମୃତ୍ୟୁ ଖବର ପାଇଁ ପୁଲିସ ପହଞ୍ଚିଛି। ସ୍ଥାନୀୟ ପୁଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି। ସେହିପରି ଖବର ପାଇ କଙ୍କଡାହାଡ଼ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଡାକ୍ତରଖାନା ପହଞ୍ଚି ଥିଲେ। ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

Address

Sukiabauti Temple Rasol
Rasol
759021

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+917008396142

Website

Alerts

Be the first to know and let us send you an email when Urmila home solutions posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Urmila home solutions:

Share